*ଟ୍ରାନ୍ସଜେଣ୍ଡର ବିଲ୍-୨୦୨୬କୁ ଓଡ଼ିଶାରେ ଜୋରଦାର ବିରୋଧ, ଆସନ୍ତା ୬ତାରିଖ ଦିନ ଓଡ଼ିଶାରୁ ପାର୍ଲିମେଣ୍ଟ ଅଭିମୁଖେ ଯାତ୍ରା
ଭୁବନେଶ୍ବର ତା.୩୧/୦୩/୨୦୨୬ [ଆ.ଦୁ.ନି] : ଗତ ଲୋକ ସଭା ଓ ରାଜ୍ୟ ସଭାରେ ଭାରତରେ ଥିବା ଏକ କୋଟିରୁ ଅଧୂକ ଟ୍ରାନ୍ସଜେଣ୍ଡରଙ୍କ ବିରୁଦ୍ଧରେ ବିଲ୍ ଆସିବାରୁ ତାହାକୁ ସାରା ଭାରତ ବର୍ଷରେ ଆନ୍ତର୍ଜାତିକ ଟ୍ରାନ୍ସ ନ୍ସଜେଣ୍ଡର ଭିଜିଟେବୁଲ୍ ଦିବସକୁ କଳା ଦିବସ ଭାବେ ପାଳନ କରାଯିବା ସହ ଓଡ଼ିଶାରେ ନିଖୁଳ ଓଡ଼ିଶା ଟ୍ରାନ୍ସଜେଣ୍ଡର ଓ ଜେଣ୍ଡର ଡ଼ିଭାଇସ୍ ଇଣ୍ଡିଭିଜୁଆଲ ଆସୋସିଏସନ ତରଫରୁ ହଜାର ହଜାର କିନ୍ନର ଟ୍ରାନ୍ସଜେଣ୍ଡର ପ୍ରୋଟେକ୍ସନ ଅଫ୍ ରାଇଟ୍ସ ଆମେଣ୍ଡମେଣ୍ଟ ବିଲ-୨୦୨୬କୁ ବିରୋଧ କରି ମାଷ୍ଟର କ୍ୟାଣ୍ଟିନ୍ ଛକରୁ କଳା ଶାଢ଼ୀ ଓ ଟି ସାର୍ଟ ପରିଧାନ କରି ହାତରେ ପ୍ଲାକ୍ କାର୍ଡ଼ ଧରି ରାମ ମନ୍ଦିର ଛକରେ ପହଞ୍ଚି ସେଠାରେ ପ୍ରତିବାଦ କରିଥିଲେ ଏବଂ ନାଲଶା ଜଜ୍ମେଣ୍ଟ ମାଧ୍ୟମରେ କିନ୍ନର ମାନଙ୍କୁ ଅଧିକାର ପ୍ରଦାନ କରିବା ଓ ସେମାନଙ୍କୁ ସ୍ଵଇଚ୍ଛାରେ ଟ୍ରାନ୍ସଜେଣ୍ଡର ବୋଲି ପରିଚୟ ଦେବାକୁ ସେମାନେ ଦାବି କରିଥିଲେ ଏବଂ ରାଜ୍ୟ ସଭା ଓ ଲୋକ ସଭାରେ ଆସିଥିବା ବିଲ୍ ନଂ.–୭୯କୁ ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ ରିଥିଲେ । । ଆଜିର ଏହି କାର୍ଯ୍ୟକ୍ରମ ମରେ କିନ୍ନର ସଭାପତି ମୀରା ପରିଡ଼ା କହିଲେ ଆସନ୍ତା ୬ତାରିଖ ଦିନ ପାର୍ଲିମେଣ୍ଟ ଆଗ ଆଗରେ ୩ଲକ୍ଷରୁ ୩ଲକ୍ଷ ଅଧିକ ଟ୍ରାନ୍ସଜେଣ୍ଡରମାନେ ଯୋଗଦେବେ । କାର୍ଯ୍ୟକାରୀ ପତି ସୁଇଟି ସାହୁ କହିଲେ ଓଡ଼ିଶାରୁ ପ୍ରତ୍ୟେକ ଟ୍ରେନ୍ରେ ୩ହଜାର ଟ୍ରାନ୍ସଜେଣ୍ଡର ଦିଲ୍ଲୀ ଧାରଣା ସ୍ଥଳରେ ପହଁଞ୍ଚିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗର ପୂର୍ବତନ ଚେୟାରମ୍ୟାନ ପ୍ରତାପ ସାହୁ କହିଲେ ଏବେ ଆସିଥିବା ବିଲ୍ କିନ୍ନରମାନଙ୍କ ବିରୁଦ୍ଧରେ ହୋଇଥିବାରୁ । ରେ ହୋଇଥିବାରୁ ସରକାରୀ ଡାକ୍ତରୀ ଦଳ ପରୀକ୍ଷା କଲେ ବହୁ ଛୋଟ ଛୁଆ ବାପା ପା ମା’ ଛେଉଣ୍ଡ ହେ ହେବା ସହ ବହୁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ବହୁ କିନ୍ନର ଲିଡ଼ର ସାଧନା ମିଶ୍ର, ମାଧୁରୀ କିନ୍ନର, ଶୋନମ୍ କିନ୍ନର, ସୋନୀ, ଟିନା, ରାଣୀ ପ୍ରମୁଖ ହଜାର ହଜାର କିନ୍ନର ଯୋଗଦେଇଥିଲେ ।
