ଭୁବନେଶ୍ୱର, ୮.୫.୨୦୨୬ [ଆ.ଦୁ.ନି] : ନିଷ୍କପଟ ହୃଦୟରେ ସତ୍ୟନିଷ୍ଠ ଭାବେ ଗରିବ, ଅସ ଅସହାୟ ଲୋକମାନଙ୍କ ସେବା କରିବା ଭଳି ମହତ୍ କର୍ମ Î ଦ୍ୱାରା ଯୁବ ସମାଜସେବୀ କିଶୋର ସାମଲ ଆଜି ସ୍ମରଣୀୟ ହୋଇପାରିଛ ହାଇପାରିଛନ୍ତି । ଆଞ୍ଚଳିକସ୍ତରରେ ବିଭିନ୍ନ ସମସ୍ୟା, ବିଶେ ବିଶେଷକରି ଶିକ୍ଷା କ୍ଷେତ୍ରରେ ସମସ୍ୟାର ସମାଧାନ ନିମନ୍ତେ ଉପଯୁକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ନିକଟରେ ନ୍ୟାୟାଚିତ ଦାବି ଉପନ୍ନ ଉପସ୍ଥାପନ କରିବାରେ ତାଙ୍କର ସକରାତ୍ମକ ମୂକ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ପାଇଁ ସେ ଲୋକପ୍ରିୟ ମ ମଧ୍ୟ ହୋଇପାରିଛନ୍ତି ବୋଲି ବହୁ ବିଶିଷ୍ଟ ବକ୍ତା ମତ ମତ ରଖୁଛନ୍ତି ।
ବିଶିଷ୍ଟ ସ୍ଵାଧୀନତା । ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ପୂର୍ଣାନନ୍ଦ ସାମଲଙ୍କ ସୁପୁତ୍ର, ଯୁବ ସମାଜସେବୀ, ଦକ୍ଷ ସଂଗଠକ, ପୂର୍ବତନ ନ କାଡ କାଉନସିଲର କିଶୋର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚୌଦ୍ଵାର କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଦୋଳଯାତ୍ରା ପଡ଼ିଆ ସମ୍ମୁଖସ୍ଥ କଳାନିକେତନ କ୍ଲବ ପ୍ରେକ୍ଷାଳୟରେ ସ୍ମୃତିଋରଣ । ସଭା ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିଋରଣ ଋଣ ସଭାରେ ରେ କଟକ-ଚୌଦ୍ଵାରର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ପୂର୍ବତନ ଚେୟାରମ୍ୟାନ ପ୍ରେମୟନ୍ଦ ନାୟକ, ଚୌଦ୍ଵାର ମୁନିସିପାଲିଟିର ଭାଇସ ଚେୟାରମ୍ୟାନ ଶୁଭେନ୍ଦୁ ଦୁ ସାମଲ, ନଗର 1ର କଂଗ୍ରେସ ଗ୍ରସ ସଭାପତି ହରିହର ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱର୍ଗୀୟ କିଶୋର ସାମଲଙ୍କ ବହୁ ବହୁ ? ମୁଖୀ ପ୍ରତିଭା ଓ ଅବଦାନ ସମ୍ପର୍କରେ ଆଲୋକପାତ କରି ଗଭୀର ଭକ୍ତିପୂତ ଭକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ଯରେ ପୁରାତନ ଛାତ୍ର ସଂସଦ ସମ୍ପାଦକ କେଶବ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତ୍ତା କ୍ଷୀରୋଦ ବେହେରା, ବିଭୂତି ଭୂଷଣ ସାହୁ, ବିଚିତ୍ରାନନ୍ଦ ସାହୁ, ସୌମିତ୍ର ମିତ୍ର ସ୍ଵାଇଁ, ମୁରଲୀଧର ବେହୁରା ହୁରା, ରବୀନ୍ଦ୍ର କୁମାର ମହାପାତ୍ର, ୟୁ ଯୁବ କଂଗ୍ରେସ ନେତା ବିଜୟ ବେହେରା, ନାରୀନେତ୍ରୀ ମୋନାଲିସା ଦାସ, ଅଜୟ ବଳ, ଲିଙ୍ଗରାଜ ମୁଦୁଲି, ସୁବା ଦଲେଇ, ବିଜୟ ନାୟକ, ଦୀପକ ପରିଜା, ଛବିନ ନାୟକ, ରାଜେନ୍ଦ୍ର ସାମନ୍ତରାୟ, ଚିତ୍ତରଞ୍ଜନ ସାମଲ, ଜଗଜ୍ଜୀବନ ସାମଲଙ୍କ ସମେତ ବହୁ ସଂଖ୍ୟାରେ ପୁରାତନ ଛାତ୍ର ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ସାମଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
