- ପଠାଣି ସାମନ୍ତ ପ୍ଲାନେଟାରିୟମରେ ଶିକ୍ଷାଭିଭିକ ପରିଭ୍ରମଣର ଶୁଭାଗ ଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ସମଗ୍ର ଓଡ଼ି ଓଡ଼ିଶାର ୭୬,୭୦୦ରୁ ଅ କ ପ୍ରତିଯୋଗୀଙ୍କ ମଧ୍ୟରୁ ଶୀର୍ଷ ୩୦ ଜଣ ଛାତ୍ରଛାତ୍ରୀ ତ୍ରୀ ମନୋନୀତ
ଭାରତର ମହାକାଶ ଗବେଷଣା ଏବଂ ସାଟେଲାଇଟ୍ ଲଞ୍ଚ୍ କାର୍ଯ୍ୟକଳାପ ବିଷୟରେ ପ୍ରତ୍ୟକ୍ଷ ଅଭି ଅଭିଜ୍ଞତା ହାସଲ କରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର ସ୍ୱର, ୨୬.୦୫.୨୦୨୬ [ଆ.ଦୁ.ନି] : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗ ବେଷଣା ସଂସ୍ଥା (ଇସ୍ରୋ)ର ସତୀଶ ଧାୱନ ସ୍ପେସ୍ ସେଣ୍ଟର, ଏସ୍ଏଚ୍ଏଆର୍କୁ ଶିକ୍ଷାଭିଭିକ ଗସ୍ତରେ ଗଲେ ‘ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ’ (ୟାଟୁ)ର ୩୦ ଜଣ କୃତୀ ଛାତ୍ରଛାତ୍ରୀ I ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ସରକା ରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି I ଏହି ଗସ୍ତ ମେ ୨୬ ତାରିଖରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏକ
କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦ୍ୟା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମର ଅଧ୍ଯ ଅଧ୍ଯକ୍ଷା ଆଇଏଏସ୍ ଶ୍ରୀମତୀ ଚିତ୍ରା ଅରୁମୁଚ ଅରୁମୁଗମ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ଯା ବିଭାଗ ଉପ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମର ଡାରେକ୍ଟର ଇନ୍ଚାର୍ଜ ଶ୍ରୀମତୀ ଊର୍ମିପ୍ରଭା ମହାରଣ ২৫। এব ଟାଟା ଷ୍ଟିଲ୍ ମେରାମଣ୍ଡଳୀର କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶୁଭ୍ରାଂଶୁ ଶେଖର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I
ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ ରିୟମ ସହଯେ ସହଯୋଗିତାରେ ଆୟୋଜିତ ୧୯ତମ ସଂସ୍କରଣରେ ସାରା ରାଜ୍ୟର ୭୬,୭୦୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ I ସେମାନଙ୍କ ମଧ୍ୟରୁ ୩୦ ଜଣ ବିଜେତା ଛାତ୍ରଛାତ୍ରୀଙ୍କୁ ଛାତ୍ରୀଙ୍କୁ ଇସ୍ରୋ ଇ ଗସ୍ତ ପାଇଁ ମନୋନୀତ କରାଯାଇଥିଲା I
ଏହି ଶିକ୍ଷାଭିଭିକ ଗସ୍ତର ଶୁଭାରମ୍ଭ କରି ଓଡ଼ିଶା ସରକାରକ କାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମା ମାନ୍ୟବର ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “ฐขศ ଥର ପାଇଁ ୟାଟ୍ସ ବିଜେତାମାନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋ ପ୍ରତିଷ୍ଠାନ ପରିଦର୍ଶନ କଟି କରିବାର ସୁଯୋଗ ପାଉଛନ୍ତି I ଏହି ଶିକ୍ଷାଭିଭିକ ପରିଭ୍ରମଣରେ ଛରେ ସେମାନେ ମହାକାଶ ଶ ବିଜ୍ଞାନ ଏବଂ ଜ୍ୟୋତିର୍ବିଜ୍ଞାନ ବିଷୟରେ ଅନେକ ତଥ୍ୟ ଜାଣିବାର ସୁଯୋଗ ପାଇବେ । ଏହି ଯୁବ ଜ୍ୟୋତିର୍ବିଜ୍ଞାନୀମାନେ ଆଗାମୀ ଦିନରେ ପ୍ରସିଦ୍ଧ ବୈଜ୍ଞାନିକ ହୋଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ, ଏହା ହିଁ ମୋର କାମନା।’
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅତିରିକ୍ତ ଅତି ମୁଖ୍ୟ ଶାସନ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ ଅଧ୍ଯକ୍ଷା ଆଇଏଏସ୍ ଶ୍ରୀମତୀ ଚିତ୍ରା ଅରୁମୁଗମ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଧୱନ ସ୍ବେ ସ୍ପେସ୍ ସେଣ୍ଟର ପରିଭ୍ରମଣରେ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଉଭୟ ଘରୋଇ ଓ ରକାରୀ କ୍ଷେତ୍ରରେ ମହାକା କାଶ ବିଜ୍ଞାନ କ୍ଷେତ୍ରରେ ଏବେ ଅନେକ ସୁଯୋଗ ରହିଛି I ମହାକାଶ ଅନୁସନ୍ଧାନକାରୀଙ୍କ ମ ମଧ୍ୟରେ ସାମିଲ ହେବା ପାଇଁ କଠିନ ପରିଶ୍ରମ ଓ ବୁଦ୍ଧିମତ୍ତାର ସହ କାର୍ଯ୍ୟ କରିବାକୁ ପିଲାମାନଙ୍କୁ ସେ ପରାମର୍ଶ ଦେଇଥିଲେ I ଏହି ଗସ୍ତରେ ପିଲାମାନେ ଟେଲିମେଟ୍ରି ଦେଖିବା ଏବଂ ରକେଟ୍ କିପରି ଉତ୍କ୍ଷେପଣ କରାଯାଏ, ତାହା ଦେଖିବାର ସୁଯୋଗ ପାଇବେ ଏହା ନିଶ୍ଚିତ ଭାବରେ ଆପ ଆପଣ ସମସ୍ତଙ୍କୁ ଅନୁପ୍ରାଣିତ କରିବ।’
ଏହି ଗସ୍ତ ସମୟରେ ଛାତ୍ରଛାତ୍ରୀମାନେ, ଶିକ୍ଷକ ଏବଂ ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟାରିୟମର ଅଧିକାରୀମା ମାନଙ୍କ ସହ ଏସ୍ଡିଏସ୍ସି-ଏସ୍ଏଚ୍ଏଏଆର୍ର ବିଭିନ୍ନ ବିଭାଗ ପରିଦର୍ଶନ କରିବେ ଏବଂ ଭାରତର ମହାକାଶ ମିଶନ, ଲଞ୍ଚ୍ ଭେହିକିଲ ସିଷ୍ଟମ୍, ସାଟେଲାଇଟ୍ ଟେକ୍ନୋଲୋ ଲୋଜୀ ଏବଂ ଟ୍ରାକିଂ କାର୍ଯ୍ୟକଳାପ ବିଷୟରେ ଅଧୂକ ଜାଣିପାରିବେ I
“ଆଜିର ନକ୍ଷତ୍ରଦର୍ଶୀ ଆସନ୍ତାକାଲିର ମହାକାଶଚାରୀ’ ବିଷୟବସ୍ତୁ ଉପରେ ଆଧାରିତ ୟାଟ୍ସର ୨୦୨୫-୨୬ ସଂସ୍କରଣର ଉଦ୍ଦେଶ୍ୟ ହେଉଛି ଛାତ୍ରଛା ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ କଳ୍ପନାଶକ୍ତିର ବିକାଶ କରିବା ଏବଂ ବୈଜ୍ଞାନିକ ମନୋଭାବକୁ ସୁଦୃଢ଼ କରିବା। ୨୦୦୭ ମସିହାରେ ୟାଟ୍ସ ଆରମ୍ଭ ହେବା ପରଠାରୁ ଏହି କା କାର୍ଯ୍ୟକ୍ରମରେ ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇସାରିଥିବା ବେଳେ ୨୬୦ ରୁ ଅଧୂକ ବିଜେତା ଦେଶର ବିଭିନ୍ନ ଇସ୍ରୋ ପ୍ରତିଷ୍ଠାନ ପରିଦର୍ଶନ କରିବାର ସୁଯେ ପାଇଛନ୍ତି I ଯୋଗ
ଓଡ଼ିଶାର ଆଗାମୀ ପିଢ଼ିର ବୈଜ୍ଞାନିକ, ଅଭିନବକାରୀ ଏବଂ ମହାକାଶ ପ୍ରେମୀମାନଙ୍କୁ ଅନୁପ୍ରାଣିତ କରିବାରେ ୟାଟ୍ସ ଭାରତର ସବୁଠାରୁ ପ୍ରଭାବଶାଳୀ ବିଜ୍ଞାନ ପ୍ରସାର କାର୍ଯ୍ୟକ୍ରମ ମଧ୍ଯରୁ ଅନ୍ୟତମ।
