ଭୁବନେଶ୍ୱର 5.9.2026 [ଆ.ଦୁ.ନି] : ସତର୍କତା ସଚେତନତା କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳି ଳିକ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ ଗ୍ରାମ ପ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୨୫ ତାରିଖରେ ପୁରୀ ଜିଲ୍ଲାର ପଣସପଦା ଗ୍ରାମ ପଞ୍ଚାୟତରେ ଏବଂ ଅଗଷ୍ଟ ୨୮ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଗ୍ରାମ ପଞ୍ଚାୟତ ଏହି କାର୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବିଶେଷ କରି ମହିଳା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ( ଏସ୍ଏଚ୍ଜି) ସଦସ ଦସ୍ୟମାନେ ସକ୍ରିୟ ଅଂଶଗ୍ରହ କରିଥିଲେ। ଏଥିରେ ସଜୋଟତା, ସ୍ଵଚ୍ଛତା ଏବଂ ନୈତିବ ନିତିକ ଆଚରଣ ସ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର କରି କରିବା ସହିତ ଡିଜିଟାଲ ଡି ଆରେଷ୍ଟ, ଡିଜିଟାଲ ଠକେଇ, ମନି ମ୍ୟୁଲ ଆକାଉଣ୍ଟ, କେୱାଇସି ଠକେଇ, ୟୁପିଆଇ ପିନ୍ ଓ କ୍ୟୁଆର୍ କୋଡ୍ ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ପଣସପଦା ଶାଖାର ଶାଖା ପ୍ରବନ୍ଧକ ବାସୁଦେବ ବେହେରା ଏବଂ ହରିପୁର ଶାଖାର ଶାଖା ବନ୍ଧକ ପ୍ରଶାନ୍ତ କୁମାର ଉପସ୍ଥିତ ଥିଲେ।
ସେହିପରି, ସେପ୍ଟେମ୍ବର ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ହରିପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଅଗ ଅରଗୁଳଠାରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଆଇଆଇଟି ଅରଗୁଳ ଶାଖାର ଶାଖା ପ୍ରବନ୍ଧକ ଦିଲ୍ଲୀପ ରେଙ୍ଗି, ଶିକ୍ଷକ ଓ ୩୫୦୧ ୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଭୁବନେଶ୍ଵର ଅଞ୍ଚଳର ସତର୍କତା ଅଧୂକାରୀ ନୀରଜ କୁମାର ପ୍ରସାଦ ଏବଂ ଶାଖା ପ୍ରବନ୍ଧକ ଶ୍ରୀ ରେଙ୍ଗି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧୂତ କରି ସେମାନଙ୍କ ମଧ୍ୟରେ ସଚ୍ଚୋଟତା, ସାଧୁତା ଓ ନୈତିକ ଆଚରଣର ବାର୍ଭା ବାଣ୍ଟିଥିଲେ। ଡିଜିଟାଲ ଠକେଇକୁ ରୋକିବା କିବା ପାଇଁ ଏ ଏଟିଏମ୍ ପିନ୍, ୟୁପିଆଇ ପିନ୍, କ୍ୟୁଆର୍ କୋଡ୍ ଏବଂ ଅନ୍ୟାନ୍ୟ ଗୋପନୀୟ ବ୍ୟାଙ୍କିଙ୍ଗ୍ ସୂଚନା ସୁରକ୍ଷିତ ରଖିବାର ଗୁରୁତ୍ଵ ସମ୍ପର୍କରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଶାଖା ଅଧିକାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲା।
