ଭୁବନେଶ୍ଵର 22.9.2026 [ଆ.ଦୁ.ନି] “ସତ୍ୟନିଷ୍ଠାରୁ ସମୃଦ୍ଧି ” ସମ୍ପର୍କୀତ ସତର୍କତା ସଚେତନତା ଅଭିଯାନର ଅଂଶସ୍ଵରୂପ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜଗତ୍ସିଂହପୁର ଜିଲ୍ଲାର ତିର୍ତ୍ତୋଲ ଗ୍ରାମପଞ୍ଚାୟତଠାରେ ଏକ ସତର୍କତା ସଚେତନତା ଗ୍ରାମ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ବିଜୟ କୁମାର ମଲିକଙ୍କ ସମେତ ବ୍ୟାଙ୍କର ବରିଷ୍ଠ ଅଧିକାରୀ, କର୍ମଚାରୀ, ସ୍ଥାନୀୟ ପ୍ରତିନିଧ୍ ଏବଂ ଗ୍ରାମବାସୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଓ ସ୍ଥାନ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ସଚ୍ଚୋଟତା, ସ୍ଵଚ୍ଛତା ଏବଂ ନୈତିକ ଆଚରଣ ସମ୍ପର୍କରେ ସଚେତନତା ବର୍ତ୍ତI ପ୍ରସାର କରାଯିବା ସହିତ ଦୁର୍ନୀତି ନିବାରଣ ଓ ସୁରକ୍ଷିତ ବ୍ୟାଙ୍କିଙ୍ଗ୍ ପଦ୍ଧତିର ଗୁରୁତ୍ଵ ସମ୍ପର୍କରେ ସଚେତନ କରାଯାଇଥିଲା ଏହି ଅବସରରେ ନିକଟସ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲ।, ଏଥିରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଆଞ୍ଚଳିକ ପ୍ରବ କରିବା ସହ ପୁରସ୍କୃତ କରିଥିଲେ। ଭୁବନେଶ୍ଵର ଅଞ୍ଚଳର ସତର୍କତା ଅଧୂକାରୀ ନୀରଜ କୁମାର ପ୍ରସାଦ ସାଦ ଏବଂ ତିର୍ତ୍ତୋଲ ଶାଖାର ଶାଖାପ୍ରବନ୍ଧକ ଅମୀୟ କୁମାର ମହାରଣା ଏଥିରେ ଅଂଶଗ୍ରହଣ କରିଥିଲେ, ପ୍ରବନ୍ଧକ ଶ୍ରୀ ମଲିକ ସମ୍ମାନିତ ହେବ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପରି ରିଶେଷରେ ଅଂଶଗ୍ରହଣକାରୀମାନେ ନିଜର ବ୍ୟକ୍ତିଗତ, ସାମାଜିକ ଓ ବୃଭିଗତ ଜୀବନ ସଚ୍ଚୋଟତା, ସ୍ୱଚ୍ଛ ସ୍ଵଚ୍ଛତା ଏବଂ ସତ୍ୟନିଷ୍ଠା ବଜାୟ ରଖିବା ସହ ଏକ ଦୁର୍ନୀତିମୁକ୍ତ ଓ ସମୃଦ୍ଧ ସମାଜ ଗଠନରେ ନିଜର ଅବଦାନ ରଖିବାକୁ ଆହ୍ବାନ ଦିଆଯାଇଥିଲା। ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ଅଭିଯାନ ଅଧୀନରେ ଗ୍ରାମୀଣ ଓ ଅଦ୍ଧ ସହରାଞ୍ଚଳରେ ଏଭଳି ବିଭିନ୍ନ ସ ସଚେତନତାମୂଳକ କାର୍ଯ୍ୟକ୍ରମ ନିରନ୍ତର ଆୟୋଜନ କରାଯାଉଛି।
