ଭୁବନେଶ୍ଵର 27.10.2026 [ଆ.ଦୁ.ନି] : ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଅବସରରେ ଏକ “ୱାକାଥନ୍” ଆୟୋଜିତ ହୋଇଯାଇଛି। ଜନସାଧାରଣଙ୍କ ମଧ୍ୟରେ ସାଧୁତା, ସ୍ଵଚ୍ଛତା, ସଚ୍ଚୋଟତା ଏବଂ ନୈତିକ ଆଚରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉଦ୍ଦେଶ୍ୟ ଥିଲା। ଏହି ୱାକାଥନ୍ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଭାୟା ଗୋପବନ୍ଧୁ ସ୍କୋୟାର ଦେଇ ରାଜଭବନ 0166 ପହଞ୍ଚି ପୁନର୍ବାର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ପ୍ରତ୍ୟାବର୍ତନ କରିଥିଲା।
ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କଟ *ର ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାକେଶ କୁମାର ସିଂ, ଉପ-କ୍ଷେତ୍ରୀୟ ମୁଖ୍ୟ ଶରତ କୁମାର ମହାପାତ୍ର ଏବଂ ସତର୍କତ ର୍କତା ଅଧୂକାରୀ ରୀ ପ୍ରବୀର କୁମାର ମହାପାତ୍ରଙ୍କ ସମେତ କ୍ଷେତ୍ରୀୟ କାର୍ଯ୍ୟାଳଯ ଳୟର ଅଧୂକାରୀ ଓ କର୍ମଚାରୀଗଣ ଉପସ୍ଥି ପସ୍ଥିତ ଥିଲେ।
ଏହି କାର୍ଯ କାର୍ଯ୍ୟକ୍ରମରେ ସତର୍କତାର ବାର୍ତ୍ତା ପ୍ରସାର କରାଯିବା ସହିତ ବ୍ୟକ୍ତିଗତ ଓ ବୃଭିଗତ ଜୀବନରେ ସଚ୍ଚୋଟତା, প্রামুলা, ସ୍ଵଚ୍ଛତା ଓ ଦାୟିତ୍ବବୋଧର ମୂଲ୍ୟବୋଧକୁ ବଜାୟ ରଖୁବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏଥ୍ ସହିତ ଦୁର୍ନୀତି ନିବାରଣ ଓ ସମ ସମାଜରେ ନୈତିକ ଆଚରଣକୁ ପ୍ରୋତ୍ସାହିତ କରିବାରେ ସାମୂହିକ ଦାୟିତ୍ବର ଗୁରୁତ୍ଵ ଉପରେ ମଧ୍ଯ ଆଲୋକପାତ କରାଯାଇଥିଲା ପାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଧୁତାକୁ ପ୍ରୋତ୍ସାହିତ କରିବା, କରିବା, ସତର୍କତା ସମ୍ପର୍କ ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ଓ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚି ସୁନିଶ୍ଚିତ କରିଥିଲା
