ଭଦ୍ରକ30.10.2026 [ଆ.ଦୁ.ନି]: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ଧୁଷୁରୀସ୍ଥିତ ବାମକୁରା ଗ୍ରାମ ପଞ୍ଚାୟତଠାରେ ଭଦ୍ରକର ଏଲ୍ଡିଏମ୍ ରାଜୀବ କୁମାର ରଞ୍ଜନଙ୍କ ସହଯୋଗରେ ଏକ ଆର୍ଥକ ଅନ୍ତର୍ଭୁକ୍ତିକରଣ ଓ ବ୍ୟାଙ୍କିଙ୍ଗ୍ ସେବା ସେବ ସହ ଯୋଡି ପାଡିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥୁବା ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନା ନା ବିଷୟରେ ସେମାନକ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଊଦ୍ଦେଶ ଓ ରି-କେୱାସି ଶିବିର ଆୟୋଜିତ ହୋଇଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ନାଗରିକଙ୍କୁ ଦ୍ଦଶ୍ୟ ଥିଲା।
ଏହି ଅବସରରେ ରେ ଆର୍ବିଆଇ ମହାପ୍ରବନ୍ଧକ ଶୁଭ୍ରାଂଶୁ କୁମାର ଶୁଭ୍ରାଂଶୁ କୁମାର ରାଉତ, ବାମକୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ନରେନ୍ଦ୍ର ନାରାୟଣ ନାୟକ, ୟୁକୋ ଚା ବ୍ୟାଙ୍କ ଙ୍କ ବାଲେଶ୍ |ଲେଶ୍ଵର ଆଞ୍ଚଳିକ ପ୍ରବନ୍ଧକ ନିତେଶ କୁମାର ମହାନ୍ତି, ଏସ୍ବିଆଇ ବାଲେଶ୍ଵର ରିଜିଓନାଲ ମ୍ୟାନେଜର ମଧୁସୂଦନ ରଥ, ଓଡି ଓଡିଶା ଗ୍ରାମୀଣ ବ୍ୟାଙ୍କ ବାଲେଶ୍ଵର ରିଜିଓନାଲ ମ୍ୟାନେଜର ଆଶିଷ କୁମାର ନାୟକ, କ, ଭଦ୍ରକ ଭଦ୍ର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ରାଜୀବ କୁମାର ରଞ୍ଜନ, ୟୁକୋ ବ୍ୟାଙ୍କ ଧୁଷୁରୀ ଶାଖାର ବରିଷ୍ଠ ପ୍ରବନ୍ଧକ ସତ୍ୟଜିତ ସ୍ଵାଇଁ, ଭଦ୍ରକ ଏଲ୍ଡିଏମ୍ କାର୍ଯ୍ୟାଳୟର ଅଧୂକାରୀ ଦୟାନିଧ୍ ନାୟକ, ୟୁକୋ ବ୍ୟାଙ୍କ ଧୁଷୁରୀ ଶାଖାର ସହାୟକ ପ୍ରବନ୍ଧକ ରାଜେଶ ପ୍ରଧାନଙ୍କ ସମେତ ଏସ୍ବିଆଇ ଓ ଓଜିବିର ବିଭିନ୍ନ ଅଧୂକାର ।ରୀ ଉପସ୍ଥିତ ଥିଲେ।
ଏହି ଶିବିରରେ ୪୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି କ୍ତି ଯୋଗ ଦେଇ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା, ଆର୍ଥିକ ସୁରକ୍ଷା ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇଥିଲେ । ଏଭଳି ପଦ ଦକ୍ଷେପ ଗ୍ରାମାଞ୍ଚଳରେ ବ୍ୟାଙ୍କି ସେବାର ପ୍ରସାର ୟକ ହେବ। ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧିରେ ସହାୟ
