ପୁରୀ 21.10. 25 (ଆ.ଦୁ.ନିଉଜ )ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ସାହା ଙ୍କୁ ବାଲୁକା କଳାର ଭିଡ଼ିଓ ଆନିମେସନ ମାଧ୍ୟ୍ୟମରେ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି |
ଭାରତ ର ପ୍ରସିଦ୍ଧ ରାଜନେତା ଶ୍ରୀଯୁକ୍ତ ଅମିତ ସାହାଙ୍କ 61 ତମ ଜନ୍ମଦିନ ରେ ଆନ୍ତର୍ଜାତିକ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି | ଏଥିରେ ସେ ଅମିତ ସାହା ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି |ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବା କୁ ମାନସ ସାହୁ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା | ଏହି ଭିଡ଼ିଓ ଟି 1ମିନିଟ ର| ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟି କୁ ଓଡିଶା, ପୁରୀ ରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି|
ଏଥିରେ ସେ wishing happy birthday to visionary leader Amit Shahji ର ବାର୍ତ୍ତା ଦେଇଛନ୍ତି |
