ନାଲକୋର ଦ୍ଵିତୀୟ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର, ୮୦୧୧ (ଆ.ଦୁ.ନିଉଜ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୂନସ୍ଥ ନବରନ୍ ଲୋକ ଉଦ୍ୟୋଗ ଗ ନ୍ଯାସ ସନାଲ ଆଲୁ ମି ନି ୟମ କମ୍ପାନୀ ଲିମିଟେଡ଼ (ନାଲକୋ) ପକ୍ଷରୁ ସେପ୍ଟେମ୍ସ ର ୨୦୨୫ ରେ ସମାପ୍ତ ଦ୍ଵିତୀୟ ତ୍ରୈମାସିକର ଫଳାଫଳ ଘୋଷିତ ହୋଇଛି ଦ୍ଵିତୀୟ ତ୍ରୈମାସିକରେ । କମ୍ପାନୀର ११४% ଅଭିବୃଦ୍ଧି ସହ ନିଟ ଲାଭ ୧,୪୩୩ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷର ସମାନ ଅବଧୂରେ ।ରେ ୧୦୬୨ କୋଟି ଟଙ୍କା ଥୁଲା । ଆଜି ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ କରାଯାଇଥିବା ଫଳାଫଳ ଅନୁଯାୟୀ, ଦ୍ଵିତୀୟ ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୪,୨୯୨ କୋଟି ଟଙ୍କା ହୋଇଛି, ଯାହା ୨୦୨୪–୨୫ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସିକ ତୁଳନାରେ ୭.୨ % ଅଭିବୃଦ୍ଧି ଅଟେ | ଚଳିତ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ, ଲକୋ ନିଟ୍ ଲାଭରେ ୫୦.୧୫ % ଅଭିବୃଦ୍ଧି ସହିତ ଏହାର ଦୃଢ଼ ପ୍ରଦର୍ଶନ ଜାରି ରଖୁଛି, ଯାହା ପୂର୍ବ ବର୍ଷର ସମାନ ସମୟର ୧,୬୬୩ କୋଟି ଟଙ୍କା ତୁଳନାରେ ସର୍ବକାଳୀନ ୨,୪୯୭ କୋଟି ଟଙ୍କାକୁ ବୃଦ୍ଧି ନାଲ
ପାଇଛି I ଉତ୍ପାଦନ କ୍ଷେତ୍ରରେ, ନାଲକୋ ୨୦୨୫ –୨୬ ଆର୍ଥିକ ବର୍ଷର ପ୍ରଥମାଦ୍ଧ ରେ ଆଲୁମି ନା ହାଇଡ୍ରେଟ୍ ଏବଂ ଆଲୁମିନିୟମ କାଷ୍ଟ ଧାତୁ ଉତ୍ପାଦନରେ ସର୍ବୋତ୍ତମ ପ୍ରଦର୍ଶନ କରିଛି। କମ୍ପାନୀ ୨୦୨୫–୨୬ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୧୧,୫୩,୦୦୦ ମେଟ୍ରିକ ଟନ୍ ଆଲୁମିନା ହାଇଡ୍ରେଟ୍ ଏବଂ ୨,୩୪,୧୪୮ ମେଟ୍ରିକ ଟନ୍ ଆଲୁମିନା କାଷ୍ଟ ମେଟାଲ୍ ଉତ୍ପାଦନର ରେକର୍ଡ କରିଛି। ସେହିପରି, ବିକ୍ରୟ କ୍ଷେତ୍ରରେ, ନାଲକୋ ବର୍ଷର ପ୍ରଥମାର୍ଦ୍ଧରେ ସର୍ବକାଳୀନ ସର୍ବାଧିକ ୬,୯୯,୯୧୩ ମେଟ୍ରିକ ଟନ୍ ? ଆଲୁମିନା ବିକ୍ରି କରିଛି, ଯାହା ୨୦୧୩– ୧୪ ଆର୍ଥକ ବର୍ଷରେ ହାସଲ କରିଥିବା ପୂର୍ବ ସର୍ବାଧିକ ୬,୫୬,୪୮୦ ମେଟ୍ରିକ
ଟନକୁ ଅତିକ୍ରମ କରିଛି I କମ୍ପାନୀ ୨୦୨୫ -୨୬ ଆର୍ଥକ ବର୍ଷର ପ୍ରଥମାର୍ଦ୍ଧରେ ୨,୨୫,୬୭୫ ମେଟ୍ରିକ ଟନ୍ ଘରୋଇ ଧାତୁ ବିକ୍ରୟର ସର୍ବକାଳୀନ ରେକର୍ଡ ମଧ୍ଯ କରିଛି। ଏଥି ସହ କମ୍ପାନୀ ପ୍ରତି ଇକ୍ସିଟି ସେ ୟାର ศิลเ ୪ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଘୋଷଣା କରିଛି, ଯାହା ୨୦୨୫–୨୬ ଆର୍ଥକ ବର୍ଷ ପାଇଁ ୭୩୪.୬୫ କୋଟି ଟଙ୍କା ହେବ । ନାଲକୋର ଅଧ୍ଯକ୍ଷ –ତଥା –ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ଅଦ୍ଧବାର୍ଷିକ ଏବଂ ଦ୍ଵିତୀୟ ତ୍ର ୟ ମା ସି କ ଫଳାଫଳ ସମସ୍ତ କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତା ତଥା ସମସ୍ତ ଅଂଶୀଦାରଙ୍କ ଦୃଢ ସମର୍ଥନର ପ୍ରମାଣ
