ଭୁବନେଶ୍ୱର, ୧୮/୧୨ (ଆ.ଦୁ.ନି) ଓଡିଶାର ଅଗ୍ରଣୀ ଓ ସର୍ବବୃହତ ଜୁଏ ଜୁଏଲାରୀ ପକ୍ଷରୁ ‘ଷ୍ଟାରୁ ଇନଫ୍ଲୁଏନସର ଅଫ୍ ଓଡିଶ ଡିଶା – ୨୦୨୫ ପ୍ରତିଯୋଗୀତାର ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆ ଥାର ଉଦୀୟମାନ 11 ନ ତାରକାରଙ୍କୁ ଉ ଉପଯୁକ୍ତ ମଞ୍ଚ ଓ ସେମାନଙ୍କ କଳାତ୍ମକ ପ୍ର ତି ଭାକୁ ପ୍ରେରଣା ଦେବାପାଇଁ ଅରୁନ୍ଧତି ଜୁ ଏ ଲ ର୍ସ ର ଏହା ଏକ ନି ଆରା ପ୍ରୟାସ ତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ସମସ୍ତ ପ୍ରତି ତି ଯୋଗୀମାନେ ଅରୁନ୍ଧତି ଜୁଲ ର୍ସର ଅଫି ସ୍ ୱେସାଇଟ୍ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ. ଅରୁନ୍ଧତିଜୁଏଲରର୍ସ.କମ୍ କୁ ଯାଇ ନି ଜର ନାମ ରେଜିଷ୍ଟ୍ରେସନ କରି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିପାରିବେ । ଇନ ଷ୍ଟା ଗ୍ର।ମ ପ୍ରତି ରି ଲ ସ୍ ଆଧାର ରେ ତି ଯୋଗୀମାନ ଙ୍କୁ ଚ ୟନ କ ରା ଯି ବ ଅଲିଓଡ୍ରଲୋକପ୍ରିୟ ନାୟିକା ଅର୍ଚ୍ଚିତା ସାହୁ ଆଗ ଧାଡିର ଗୀତି ଗୀତିକାର ଅରୁଣ ମନ୍ତ୍ରୀ, ବିଶିଷ୍ଟ ଟେଲି ଉପସ୍ଥାପିକା ଶୋଭନା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳି ଅଛନ୍ତି । ୩ ଜଣ ବିବେଚିତ ବିଜେତାଙ୍କ ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ସମସ୍ତ ପ୍ରତିଯୋଗୀ ମାନଙ୍କ ପାଇଁ ଆକର୍ଷଣୀୟ ଉପହାର ରଖାଯାଇଛି, ପ୍ରଥମ ବିଜେତାଙ୍କୁ ୧ ଲକ୍ଷ, ଦ୍ଵିତୀୟ ବିଜେତାଙ୍କୁ ହଜାର ଓ ତୃତୀୟ ବିଜେତାଙ୍କୁ ୪୦ ହଜାର ଟଙ୍କାର ରାଶି ପ୍ରଦାନ କରି ସମ୍ମାନିତ କରାଯିବ । ଓଡିଶାର କୋଣ ଅନୁକୋଣରୁ ସମସ୍ତ ଲୁକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ଏଇ ପ୍ରଚେଷ୍ଟା ପାଇଁ ଅରୁନ୍ଧତି ଜୁଏଲର୍ସ ପାଖକୁ ବିଭିନ୍ନ ମହଲରୁ ଅନେକ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି।
