ଭୁବନେଶ୍ଵର 9.02.2026 (ଆ.ଦୁ.ନି): ଏମ୍ ଏସ୍ ସ୍ଏମ୍ଇଗୁଡିକ ଭାରତୀୟ ଅର୍ଥନୀତିର ପ୍ରମୁଖ ମେରୁଦଣ୍ଡ, ଯାହା ସେମାନଙ୍କ କାର୍ଯ୍ୟକ୍ରମ କ୍ରମର ମୂଳ ଲକ୍ଷ୍ୟ। ଏହି ପକ୍ଷରୁ କ୍ଷରୁ ମଧ୍ୟ ଏକ ଏମ୍ଏସ୍ ସ୍ଏମ୍ଇ ନିଯୁକ୍ତି, ନବସୃଜନ ଓ ରୋଜଗାର । ସୃଷ୍ଟି ଦିଗ ଦିଗରେ ଗୁରୁତ୍ଵପୂର୍ଣ ଯୋଗଦାନ ଦିଅନ୍ତି । ସେମା ନିରନ୍ତର ଅଭିବୃଦ୍ଧି ଏବଂ ପ୍ରତିଯୋଗିତାମୂଳକତାକୁ ସୁନିଶ୍ଚିତ କରିବା ପାଇଁ ଇଁ ଭାରତ ସରକାର ବିଭିନ୍ନ ଆର୍ଥିକ ସଂସ୍ଥାଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରାଯାଇଛି । ଏହି କ୍ରମରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷ ପକ୍ଷରୁ ସାରା ଦେଶରେ ଏମ୍ ଏସ୍ ଏମ୍ଇ କ୍ରେଡି ଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏମ୍ ଏସ୍ ଏମ୍ (ଏସ୍ ଏମ୍ଇ ଉଦ୍ୟୋଗଗୁଡିକୁ ସମୟୋପଚିତ ଋଣ, ଆର୍ଥିକ ସହାୟତା ଓ କ୍ଷେତ୍ର ଉପଯୋଗୀ ସମାଧାନ ପ୍ରଦାନ କରି ସମାନଙ୍କୁ ସଶକ୍ତ କରିବା ସ ସହ ବିସ୍ତାରିତ କରିବା ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ କଟକ ସିଡି ଏସ୍ଥି ତ ଜନ ଶିକ୍ଷଣ ସଂସ୍ଥାଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ର ମରେ ଏମ୍ ଏସ୍ ଏମ୍ ଇ- (ଇ-ଡି ଏଫ୍ଓର ନିର୍ଦ୍ଦେ ଶକ ପି.କେ ଗୁପ୍ତା, କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଡି ଏସ୍ ରା ରାଠୋର, ଡିଆଇସି ଉପ-ମହାପ୍ର ବନ୍ଧକ ମନୋଜ ମହାପାତ୍ର, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଳୟର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାରଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧୂକାରୀ, ଏମ୍ ଏସ୍ ସ୍ଏମ୍ଇ ସ୍ଏମ୍ଇ ଉଦ୍ୟୋଗୀ ଉ ଏବଂ ସମ୍ଭାବ୍ୟ ଗ୍ରାହକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହିତାଧ୍କାରୀ ନାରୀଙ୍କୁ ୧୦୩ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ସେଣ୍ଟ୍ରାଲ୍ ବ୍ୟାଙ୍କ ଏମ୍ ଏସ୍ ଏମ୍ଇଗୁଡିକୁ ସଶକ୍ତ କରିବା ସହ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବାରେ ନିଜର ଦୃଢ ପ୍ରତିବଦ୍ଧତାକୁ ବଜାୟ ରଖିଛି।
