ରିରେ ୩୦% ପର୍ଯ୍ୟନ୍ତ ରିହାତି – ଗଢ଼ା ମଜୁରି –
ବରଗଡ଼ 4.4.2026 [ଆ.ଦୁ.ନି] ରାଜ୍ୟର ଅନ୍ୟତମ ଅଗ୍ରଣୀ ତଥା ବହୁ ଭରସାଯୋଗ୍ୟ ରୁପା ଗହଣା ବ୍ରାଣ୍ଡ ଚାନ୍ଦି ଭଣ୍ଡାର ବରଗଡ଼ରେ ଏହାର ୨୮ତମ ଷ୍ଟୋର ଖୋଲିଛି। ବରଗଡ଼ ଟାଉନ୍ସ୍ଥିତ ଭଟ୍ଲି ଛକ ନିକଟରେ ପ୍ଲଟ୍ ନମ୍ବର-୩/୧୦୯୭୨ରେ ଏହା ଖୋଲିଛି।
ବ୍ରାଣ୍ଡ୍ର ୧୨ ବର୍ଷର ଯାତ୍ରାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଏଥିସହିତ ବ୍ରାଣ୍ଡ୍ ରୁପା କାରିଗରୀ ଏବଂ ଶୁଦ୍ଧତା ଓ ଡିଜାଇନ କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପନ ପରିଭାଷିତ କରିବାର ବିରାସତକୁ ମଜଭୁତ କରିଛି। ବିଭିନ୍ନ ପ୍ରାନ୍ତରେ ଲୋକଙ୍କ ଆସ୍ଥାଭାଜନ ହେବା ସହିତ ଚାନ୍ଦି ଭଣ୍ଡାର ରୁପା ଗହଣା ଶିଳ୍ପରେ ଏହାର ନେତୃତ୍ୱକୁ ଜାରି ରଖିଛି।
ବରଗଡ଼ର ଗଡ଼ର ହୃଦୟରେ ଅବସ୍ଥିତ ଏହି ନୂଆ ଷ୍ଟୋର ୨୦୦୦ ବର୍ଗଫୁଟ୍ ପରିବ୍ୟାପ୍ତ ସ୍ଥାନରେ ନିର୍ମିତ । ସୁନ୍ଦର ଲେଆଉଟ୍ ଏବଂ ମନମୋହକ ପ୍ରଦର୍ଶନ ସହିତ ଏ ଷ୍ଟୋର ଏକ ଚିତ୍ତନଶୀଳ ଭାବେ ସଂଯୋଜିତ ପରିବେଶ ପ୍ରଦାନ କରୁଛି । କାଳଜୟୀ ପରମ୍ପରା ସହ ଆଧୁନିକ ) ବିଳାସର ମିଶ୍ରଣକୁ ପ୍ରତିଫଳନ କରିବାକୁ ଡିଜାଇନ ହୋଇଥିବା ଏ ଷ୍ଟୋର ରୁପା କଳାକୃଭିର ସର୍ବୋତ୍ତମ ପ୍ରଦର୍ଶନ କରେ, ଯା ଯାହା ଏକ ନିମଗ୍ନ ଏବଂ ପ୍ରେରଣାଦାୟୀ ସପିଂ ଅନୁଭୂତି ପ୍ରଦାନ କରୁଛି ।
ଏହି ମେଗ ମଗା ଭଦ୍ଘାଟନକୁ ପାଳନ କରିବା ପାଇଁ ବରଗଡ଼ ଷ୍ଟୋର ପ୍ରତି ଅବସର ପାଇଁ ଷ୍ଟଲିଂ ରୁପାର ଉତ୍କୃଷ୍ଟ ସମ୍ଭାର ପ୍ରଦାନ କରୁଛି। ୯୨.୫% ଶୁଦ୍ଧ ରୁପା ବାସନରୁ ଆରମ୍ଭ କରି ପ୍ରିମିୟମ ଗହଣା ପର୍ଯ୍ୟନ୍ତ ଷ୍ଟୋରରେ ମହିଳା, ପୁରୁଷ ଏବଂ ପିଲାମାନଙ୍କ
ପାଇଁ ବ୍ୟାପକ ରେଞ୍ଜ ରହିଛି। ମହିଳାମାନଙ୍କ ପାଇଁ ଜିରକନ୍ଖଚିତ ନେକ୍ଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଲେଟ୍ ଏବଂ ଆଟ୍ଲେଟ୍ର ଭଳିକି ଭଳି ସମ୍ଭାର ଏ ଏଠାରେ ରହିଛି, ଯାହାକି ଫେଷ୍ଟିଭ୍ ସେଲିବ୍ରେଶନ୍ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ।
ପୁରୁଷଙ୍କ ରୂପ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଲିଙ୍କ୍ ଏବଂ ଚେନ୍ ଆଦି ରହିଛି। ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରିମିୟମ କିଡ୍ସ କଲେକ୍ସନ ଉପଲବ୍ଧ। ସର୍ବୋତ୍ତମ ଗହଣା ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ପାରମ୍ପରିକ ରୁପା ଆଇଟମ୍ ସହିତ ଏଠାରେ ପରିବଦ୍ଧିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି I ରୂପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଲ୍ନେସ୍ । ଫାଇଦା ପ୍ରଦାନ କରି ନ ଥାଏ, ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଲଭର-ଓ୍ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍। ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ ।
ସ୍ବତନ୍ତ୍ର ଲଗିଂ ଅଫର ଭାବେ ଚାନ୍ଦି ଭଣ୍ଡାର ର ଗଢ଼ା ମଜୁରିରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଏହା ଏପ୍ରିଲ ୧୯ ପର୍ଯ୍ୟନ୍ତ ଉପଲବ୍ଧ । ବ୍ରାଣ୍ଡ୍ର ସିଗ୍ନେଚର କଲେକ୍ସ କଲେକ୍ସନ ଲାଭ କରିବାର ଏହା ପ୍ରକୃଷ୍ଠ ସମୟ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।
ରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ବରଗଡ଼ରେ ଆମର ୨୮ତମ ଷ୍ଟୋର ଖୋଲି ଆମେ ଏ ଅବସରରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଅତ୍ୟନ୍ତ ଗର୍ବିତ। ଏହି ସହର ସହର ଆମକୁ ଅତ୍ୟନ୍ତ ଭଲ ପାଇବା ଦେଇଛି। ଏଠାରେ ଷ୍ଟୋର ଖୋଲାଯିବା ଆମ ପ୍ରତି ଗ୍ରାହକଙ୍କ ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି। ଅକ୍ଷୟ ତୃତୀୟାରେ ଏହା ଆମ ପାଇଁ ଏକ ସୁନ୍ଦର ନୂତନ ଆରମ୍ଭ।
ନିରନ୍ତର । ସମ୍ପ୍ରସାରଣର ଅଂଶବିଶେଷ ଚାନ୍ଦି ଭଣ୍ଡାର ଓଡ଼ିଶାରେ ଏହାର ପଦଚିହ୍ନ ମଜଭୁତ କରୁଛି। କାରବାରରେ ନୂଆ ଅଧ୍ୟାୟ ଯୋଡ଼ି ରାଜ ରାଜ୍ୟ ବାହାରେ ଉପସ୍ଥିତି ବଢ଼ାଇଛି ଚାନ୍ଦି ଭଣ୍ଡାର। ରାୟପୁରରେ ଏହା ଦୁଇଟି ଷ୍ଟୋର ଖୋଲିଛି। ଭିଆଇପି ରୋଡ୍ ଏବଂ ପଣ୍ଡୁରେ ଏ ଷ୍ଟୋର ଦ୍ଵୟ ଖୋଲିଛି।
ଚାନ୍ଦି ଭଣ୍ଡା ଣ୍ଡାର ବିଷୟରେ: ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୦ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋଡ୍ ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଳିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ।
