ଭୁବନେଶ୍ବର 14.8.2026 (ଆ.ଦୁ.ନି): ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି) ପକ୍ଷରୁ ଏହାର ନୂତନ ନୂଆ ଭ୍ରମଣ ଘୋଷଣା ରାଟର ଷ୍ଟାଚ୍ୟୁ ଅଫ୍ ଲିବର୍ଟିରୁ କରାଯାଇଛି । ଚଳିତ ମାସ ୮ରୁ ଏହି ଟୁର୍ ଗୁଜରାଟର ଷ୍ଟାଚ୍ୟୁ ଅପ ଆରମ୍ଭ ହେଉଛି। ଚଳିତଥର ପ୍ୟା ପ୍ଯାକେଜ୍ ପ୍ୟାକେଜ୍ରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସମ୍ପୂର୍ଣ୍ଣ ସୋନପୁରଠାରୁ ଆରମ୍ଭ କରି କାଶ୍ମୀର, ମେଘାଳୟ, ଥାଇଲ୍ୟାଣ୍ଡ୍, ସିଙ୍ଗାପୁର ଭିଏତନାମ୍ ଭଳି ପର୍ଯ୍ୟଟନ ସ୍ଥଳୀ ରହିଛି । ବିମାନ ଭଡ଼ାକୁ ମିଶାଇ ଏଥିରେ ସ ପ୍ୟାକେଜ୍ ରଖାଯାଇଛି। ଚଳିତଥର ଆଇଆର୍ସିଟିସି ପକ୍ଷରୁ ୧୪ ୧୪ଟି ଘରୋଇ ଏବଂ ୪ଟି ଅନ୍ତର୍ଜାତୀୟ ଭ୍ରମଣ ପ୍ୟାକେଜ୍ ଅଣାଯାଇଛି। ୫ରାତି ଓ ୬ ଦିନ ପୁରୀ- ଅଯୋଧ୍ୟା ବାରଣସୀ ଟୁର୍ ପାଇଁ ପ୍ୟାକେଜ୍ ୨୦,୦୦୦ ଟଙ୍କା ରଖାଯାଇଛି। ସେହିପରି ୫ରାତି ଓ ୬ ଦିନ ସିଙ୍ଗାପୁର-ମାଲେସିଆ (କ୍ରୁଜ୍ ଯାତ୍ରା) ଟୁର୍ ପାଇଁ ପ୍ୟାକେଜ୍ ୧,୫୦,୦୦୦ ଟଙ୍କା ରହିଥିବା ରଖାଯାଇଥିବା ଆଇଆର୍ସିଟିସି ଭୁବନେଶ୍ବରର ରିଜିଓନାଲ ମ୍ୟାନେଜର ଡ. କ୍ରାନ୍ତି ପି ସବରକର କହିଛନ୍ତି।
