କଟକ 1.10.2026 [ଆ.ଦୁ.ନି]: ୟୁନିୟନ୍ ନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଯୋଗ ସଂସ୍ଥାନ, ସିଡିଏ କଟକ ସହଯୋଗରେ ସ୍ଵଚ୍ଛତା ହିଁ । ସେବା – ୨୦୨୬ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ କଟକ ସିଡିଏ- ୬ସ୍ମି ଜୟପ୍ରକାଶ ନାରାୟଣ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଏହି କାର୍ଯ୍ୟକ୍ରମରେ ପୂର୍ବ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ପୂର୍ଣ୍ଣେନ୍ଦୁ କୁମାର ସେନାପତି ମୁଖ୍ୟ ଅତିଥୁ ରୂପେ ଯୋଗଦେଇଥିଲେ। ଏଥିରେ ପୂର୍ବତନ ପୂର୍ବ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ରାଜକିଶୋର ଉପସ୍ଥିତ ଥିଲେ। ଦାଶ ଏବଂ ପ୍ରଫେସର ସର ଶୈଳଜ ଳଜା ନନ୍ଦୀନି ଜେନା ଉପସ୍ତି
କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ଷରୁ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଉପ-ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଏବଂ କଟକ କ୍ଷେତ୍ରର କ୍ଷେତ୍ରୀୟ ତ୍ରୀୟ ମୁଖ୍ୟ ବି ବିବେକାନ ନନ୍ଦ ଷଡଙ୍ଗୀଙ୍କ ସମେତ ମୁଖ୍ୟ ପ୍ରବନ୍ଧକ, ଶାଖା ମୁଖ୍ୟ ଏବଂ ସ୍ଥାନୀୟ ଶାଖା, କ୍ଷେତ୍ରୀୟ କାର୍ଯ୍ୟାଳୟ, ୟ, ଏସ୍ଏପି ଓ ଆରଏଲ୍ପିର କର୍ମଚାରୀମାନେ ଯୋଗଦେଇଥିଲେ। ସେହିପରି, ଭାରତୀୟ ଯୋଗ ସଂସ୍ଥା ସ୍ଥାନର କେଦାରନାଥ ଜାଲି, ବାବାଜୀ ଚରଣ ବେହେରା ଏବଂ ଯୋଗ ଅଂଶଗ୍ରହଣକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାମ କାର୍ଯ୍ୟକ୍ରମ ସ୍ଵଚ୍ଛତା ଏବଂ ନାଗରିକ ଦାୟିତ୍ବବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ପହଞ୍ଚା ଏକ ଉତ୍କୃଷ୍ଟ ମାଧ୍ଯମ
