ଭୁବନେଶ୍ଵର, ୫.୧୦.୨୦୨୬ [ଆ.ଦୁ.ନି] : ଓଡ଼ିଶାରେ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ଏହା ରାଜ୍ୟର ସାଂସ୍କୃତିକ ଫ୍ୟାବ୍ରିକ୍ସରେ ବୁଣାଯାଇଥିବା ଏକ ଉତ୍ସବ। ପାର୍ବଣ ଋତୁ ରାଜ୍ୟକୁ ବିଶ୍ଵାସ ଏବଂ କଳାର ଏକ ସ୍କନ୍ଦନଶୀଳ ସେଲିବ୍ରେଶନ୍ରେ ପରିଣତ କରେ, ଯେଉଁଠି ଭକ୍ତି ଏବଂ ଆନନ୍ଦରେ ଏକତ୍ରିତ ହୁ ଅନ୍ତି ସମସ୍ତେ।
ଏହି ଉତ୍ସବର ମୂଳରେ ରହିଥାନ୍ତି ମା’ ଦୁର୍ଗା। ୯ ଦିନ ପର୍ଯ୍ୟନ୍ତ ନିଜର ନଅଟି ଦିବ୍ୟ ରୂପରେ ମା’ ପୂଜା ପାଇଥାନ୍ତି। ପ୍ରତ୍ୟେକ ରୂପ ଏକ ଅନନ୍ୟ ସାରକୁ ପ୍ରତିଫଳିତ କରେ । ତାହା ହେଲା ଶକ୍ତି, ଭକ୍ତି, ସାହସ, କରୁଣା, ପବିତ୍ରତା ଏବଂ ଆଶୀର୍ବାଦ। ଏଣୁ ନବରାତ୍ରି ରଙ୍ଗ, ପରମ୍ପରା ଏବଂ ମା’ ଦୁର୍ଗାଙ୍କ ଉଜ୍ଜ୍ଵଳ ଆତ୍ମାକୁ ପାଳନ କରିବାର ଏକ ପର୍ବ ପାଲଟିଥାଏ।
ଏକ ଦିବ୍ୟ କାହାଣୀ ଦ୍ଵାରା ଅନୁପ୍ରାଣିତ ହୋଇ ଚାନ୍ଦି ଭଣ୍ଡାର ଚଳିତ ପାର୍ବଣରେ ଆଣିଛି ଅକ୍ସିଡାଇଜ୍ଡ ରୁପା ଗହଣା ସମ୍ଭାର ‘ଅରଣ୍ୟ’। ନବରାତ୍ରି ଏବଂ ଦୁର୍ଗା ପୂଜା ଅବସରରେ ଚିନ୍ତନଶୀଳ ଭାବେ ଏହି ସମ୍ଭାରକୁ ଏକତ୍ର କରାଯାଇଛି। ଅରଣ୍ୟ ଅର୍ଥାତ ଜଙ୍ଗଲର ସାରରୁ ଅରଣ୍ୟ ସମ୍ଭାର ପ୍ରେରିତ। ପ୍ରକୃତି ସହ ଗଭୀର ଭାବେ ଏହା ଜଡ଼ିତ । ଏହା ଏଭଳି ଏକ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରେ, ଯାହା ସହଜ ଏବଂ ତାତ୍ଵିକ। ସୁନ୍ଦର ଅକ୍ସିଡାଇଜ୍ଡ ଫିନିସ୍ ପ୍ରତ୍ୟେକ ପିସ୍କୁ ଆଣ୍ଟିକ୍ କରି ତୋଳୁଛି। ଅନ୍ୟପକ୍ଷରେ, ଏହାର ଜଟିଳ ରୂପଗୁଡ଼ିକ ପାରମ୍ପରିକ କାରିଗରୀର ସମୃଦ୍ଧିକୁ ସହଜରେ ଏକ ସମସାମୟିକ ଆକର୍ଷଣ ସହ ଏକତ୍ରିତ କରେ।
୯୨.୫ ଷ୍ଟଲିଂ ରୁପା ଏବଂ ଅକ୍ସିଡାଇଜ୍ ଫିନିସ୍ରେ ପ୍ରସ୍ତୁତ ଅରଣ୍ୟନ ଏଡିଟ୍ ଷ୍ଟେଟ୍ମେଣ୍ଟ ପିସ୍ ଏବଂ ଦୈନନ୍ଦିନ ପିନ୍ଧିବା ଉପଯୋଗୀ ଗହଣା ପିସ୍କୁ ଏକତ୍ରିତ କରିଛି। ଏହା ଅକ୍ସିଡାଇଜ ରୁପାର ଗଭୀରତା, ଚରିତ୍ର ଏବଂ ବିବିଧତାକୁ ପାଳନ କରୁଛି।
ଅରଣ୍ୟନ ଏଡିଟ୍ ସହିତ ପୁରୁଷମାନେ ଚାନ୍ଦି ଭଣ୍ଡାରର ଆମୋଘ କଲେକ୍ସନକୁ ଦେଖିପାରିବେ, ଯେଉଁଥିରେ ବ୍ୟାପକ ରେଞ୍ଜ୍ ରୁପା ଆସେସରିଜ୍ ଯଥା ଚେନ୍, ପେଣ୍ଡେଣ୍ଟ, ମୁଦି ଏବଂ ବ୍ରେସ୍ଲେଟ୍ ଆଦି ରହିଛି। ଫେଷ୍ଟିଭ୍ ସିଲେକ୍ସନ ମଧ୍ଯ ୯୨.୫ ଷ୍ଟଲିଂ ରୁପା ଗହଣାର ବ୍ୟାପକ ସମ୍ଭାର ପ୍ରଦାନ କରୁଛି, ଯେଉଁଥିରେ ରହିଛି କାନଫୁଲ, ଚୁଡ଼ି, ମୁଦି, ବ୍ରେସ୍ଲେଟ୍ ଏବଂ ଆଙ୍କ୍ଲେଟ୍ ଇତ୍ୟାଦି, ଯାହା ପ୍ରତ୍ୟେକ ଷ୍ଟାଇଲ ଏବଂ ସେଲିବ୍ରେଶନ ପାଇଁ ଉପଲବ୍ଧ।
ପିଲାଙ୍କ ପାଇଁ ଏକ୍ସକ୍ରୁସିଭ୍ ‘ଟ୍ରେଜର୍ସ’ ସମ୍ଭାର ରହିଛି, ଯଉଁଥିରେ ଚିନ୍ତନଶୀଳ ଭାବେ ପ୍ରସ୍ତୁତ ଗହଣା ପିସ୍ ରହିଛି।
ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାରମ୍ପରିକ ରୁପା ଆଇଟମ୍ ସହିତ ଏଠାରେ ପରିବର୍ଷିତ ଲାଇଫ୍ଷ୍ଟାଇଲ୍ ସେକ୍ସନ ରହିଛି। ରୁପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଚା’ ସେଟ୍ ଦୈନନ୍ଦିନ ବ୍ୟବହାରରେ କେବଳ ରୁପାର ୱେଲ୍ନେସ୍ ଫାଇଦା ପ୍ରଦାନ କରି ନ ଥାଏ, ଚିନ୍ତନଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ। ଏ କଲେକ୍ସନରେ ମଧ୍ୟ ରହିଛି ଉଡେନ ସିଲଭର-ଓ୍ୱାର୍କ ଟ୍ରେ ଏବଂ ସୁନ୍ଦର ଲାଇଫ୍ଷ୍ଟାଇଲ୍ ପିସ୍। ପ୍ରତ୍ୟେକ ଲିଭିଂ ସ୍ପେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ।
ନୂଆ କଲେକ୍ସନର ବଜାର ପ୍ରବେଶ ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ଓଡ଼ିଶାର ପ୍ରତ୍ୟେକ କୋଣ ରଙ୍ଗ ଏବଂ ଭକ୍ତିରେ ଚମକିଥାଏ। ଅରଣ୍ୟନ କଲେକ୍ସନ ସହିତ ଆମେ ଅକ୍ସିଡାଇଜ୍ଡ ରୁପାର ଅପରୂପ ସୌନ୍ଦର୍ଯ୍ୟକୁ ଏପରି ଭାବେ ଏକତ୍ରିତ କରିଛୁ, ଯାହା ଆଜିର ମହିଳାଙ୍କ ସହ ଗଭୀର ତଥା ଗୁରୁତ୍ବପୂର୍ଣ୍ଣ ଭାବେ ଜଡ଼ିତ। ଏହା ଶକ୍ତି, ବ୍ୟକ୍ତିଗତତା ଏବଂ ନାରୀ ଆତ୍ମାର ଅନେକ ପ୍ରକାଶନର ଉତ୍ସବ।
ଏହି ପାର୍ବଣକୁ ପାଳନ କରିବା ପାଇଁ ଚାନ୍ଦି ଭଣ୍ଡାର ସମସ୍ତ ଗଢ଼ା ମଜୁରିରେ ଫ୍ଲାଟ୍ ୩୦% ରିହାତି ପ୍ରଦାନ କରୁଛି। ଏହା ୨୦୨୬ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଉପଲବ୍ଧ। ଏହି ଦୁର୍ଗାପୂଜାରେ ପରମ୍ପରା, ଚରିତ୍ର ଏବଂ ସମସାମୟିକ ଷ୍ଟାଇଲ୍କୁ ଏକତ୍ରିତ କରୁଥିବା ରୁପା ଗହଣାର ଆବିଷ୍କାର କରିବାର ଏହା ଉପଯୁକ୍ତ ସମୟ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ପୂର୍ବ ଭାରତରେ ୩୩ରେ ପହଞ୍ଚିଛି। ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗଡ, ଜନପଥ, ସୌଭାଗ୍ୟନଗର,ନୟାପଲ୍ଲୀ, ଲୁଇସ୍ ରୋଡ୍, ଚନ୍ଦ୍ରଶେଖରପୁର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍, ସିଡିଏ ଏବଂ ଲିଙ୍କ୍ ରୋଡ୍, ରାଉରକେଲାର ଉଦିତ ନଗର ଓ ରାଉରକେଲା ଟାଉନ, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢେଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ, ପୁରୀ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି।
ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି।
