ନ୍ୟାୟିକ ବ୍ୟବସ୍ଥାକୁ ନୂଆ ଗତି ଦେବାରେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପୃଥ୍ୱୀରାଜ ହରିଚନ୍ଦନ
ନ୍ୟାୟିକ ବ୍ୟବସ୍ଥାକୁ ନୂଆ ଗତି ଦେବାରେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପୃଥ୍ୱୀରାଜ ହରିଚନ୍ଦନ
*ଅଣକ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ଭୁବନେଶ୍ୱର ୨୭/୦୨/୨୦୨୬ [ଆ.ଦୁ.ନି] ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ...