Year: 2026

ଭୁବନେଶ୍ୱର, ୧୩.୦୧.୨୦୨୬(ଆ.ଦୁ.ନି) ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏବଂ ନିର୍ମାଣାଧିନଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର  ସ୍ଥିତି ସମୀକ୍ଷା କରିଛନ୍ତି । ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜିଅନୁଷ୍ଠିତଏହିବୈଠକରେ  ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ରାଜ୍ୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯାଇଥିଲା ।ବୈଠକରେ ବିଭାଗର  କମିଶନର ତଥା  ଶାସନ ସଚିବ ଶ୍ରୀ ଏସ.ଏନ୍‌ଗିରୀଶଙ୍କ ସମେତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ସହକାରୀ ସର୍ବୋଚ୍ଚ ଯନ୍ତ୍ରୀବିଭିନ୍ନ ଜିଲ୍ଲାରୁ  ମୁଖ୍ୟ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ...
*ନୃତ୍ୟ ଅନୁଷ୍ଠାନ ସ୍ପିରିଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ...
*ଚିଲିକାର ସୁରକ୍ଷା ପାଇଁ ସମନ୍ୱିତ ଯୋଜନା *ଚିଲିକା ମୂହାଣ ଖନନ, ବିଭିନ୍ନ ପାଣି ଚ୍ୟାନେଲର ଖନନ, ମତ୍ସ୍ୟ ସମ୍ପଦର ଉନ୍ନତିକରଣ, ଦୀର୍ଘସ୍ଥାୟୀ ଭିତ୍ତିଭୂମି...
error: Content is protected !!