ମୁମ୍ବାଇ,୩/୧୧(ଏଜେନ୍ସି): ମହିଳା କ୍ରିକେଟ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିଛି ।ର ବି ବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇ । ମ୍ୟାଚରେ, ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ଵ ଚାମ୍ପିଅନ୍ ହୋଇଛି । ତେବେ ବିଶ୍ଵକପ୍ ବିଜୟ ସହିତ ଭାରତୀୟ ଦଳ କ୍ରିକେଟ୍ ଇତିହାସର ସବୁଠାରୁ ବଡ଼ ପୁରସ୍କାର ରାଶି ଜିତି ଛନ୍ତି। ଏହି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ, ଆଇସିସି = ସଭାପତି ଜୟ ଶାହଙ୍କ ବଡ଼ ଘୋଷଣା ସହିତ ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶିରେ – ବ୍ୟାପକ ବୃଦ୍ଧି କରାଯାଇଥିଲା । ଟିମ୍ à ଇଣ୍ଡିଆ ଏହାର ପ୍ରଥମ ବିଜେତା ଭାବେ = ଆଇସିସି ପକ୍ଷରୁ ୪.୪୮ ମିଲିୟନ ( ମ୍ ପ୍ରାୟ ୪୦ କୋଟି ଟଙ୍କା ) ପୁରସ୍କାର ହାସଲ କରିଛି ଏହା ପୁରୁଷ ଏବଂ ମହିଳା କ୍ରିକେଟ୍ ଇତିହାସରେ ସବୁଠାରୁ ବଡ଼ ପୁରସ୍କାର ରାଶି 1 । କେବଳ ଏତିକି ନୁହେଁ, ଅନ୍ୟ ସମସ୍ତ ଦଳ ନିଦ୍ଧାରିତ ପରି, ଭାରତୀୟ ଦଳକୁ ମଧ୍ଯ ପୂର୍ବ ନିଦ୍ଧା ଅଢେଇ ଲକ୍ଷ ଡଲାର କିମ୍ବା ପ୍ରାୟ ୨.୨୨ କୋଟି ଟଙ୍କା ମିଳିବ। ଏହା ସହିତ, ଲିଗ୍ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁଟିମ୍ ଇଣ୍ଡିଆ ୩୪. ୩୧୪ ଡଲାର ପାଇବା ଦକ୍ଷିଣ ଆଫ୍ରିକା ଟାଇଟଲରୁ ବଞ୍ଚିତ ହୋଇଥିଲେ ମଧ୍ୟ, ଏହା ଏପର୍ଯ୍ୟନ୍ତ ସର୍ବାଧିକ ରନର୍ସ-ଅପ୍ ପୁରସ୍କାର ରାଶି ପାଇଛି । ଦ୍ଵିତୀୟ ସ୍ଥାନ ଅଧୁକାର କରିବା ପାଇଁ ଆଫ୍ରିକୀୟ ଦଳ ୨.୨୪ ମିଲିୟନକିମ୍ବା ପ୍ରାୟ ୨୦ କୋଟି ପାଇଥିଲା । ଏହା ସହିତ, ଆଫ୍ରିକୀୟ ଦଳକୁ ପୂର୍ବ ନିଦ୍ଧାରିତ ୨.୨୨ କୋଟି ମଧ୍ୟ ମିଳିବ । ଆଫ୍ରିକୀୟ ଦଳ ଲିଗ୍ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ ଜିତିଛି, ତେଣୁ ପ୍ରତି ମ୍ୟାଚ ପାଇଁ ୧.୫ କୋଟିରୁ ଅଧିକ ପୁରସ୍କାର ରାଶି ଦିଆଯିବ ।
