ସୋନିପତ 3.12.2025 (ଆ.ଦୁ.ନିଉଜ) ଭାରତର ୧୦ ଜଣ ପୂର୍ବତନ ମୁଖ୍ୟ ବିସ୍ତରପତି, ୧୦ ଜଣ ମୁଖ୍ୟ ବିୟରପତି, ହାଇକୋର୍ଟର ୧୦ ଜଣ ମୁଖ୍ୟ ବିସ୍ତରପତି, ବିୟରପତି ଏବଂ ପୂର୍ବତନ ବିଘ୍ନରପତି, ୧୪ ଜଣ ଆନ୍ତର୍ଜାତୀୟ ବିୟରପତି ଏବଂ ଆଇନବିତ, ୫ ଜଣ ମନ୍ତ୍ରୀ ଏବଂ ସାଂସଦ, ୬୧ ଜଣ ବରିଷ୍ଠ ଓକିଲ ଏବଂ ୯୧ ଜଣ ଶିକ୍ଷାବିତ୍ ଆଇନଜୀବୀଙ୍କ ସମେତ ୨୬ ଜଣ କାର୍ଯ୍ୟରତ ବିୟରପତି ଏବଂ ପୂର୍ବତନ ବିଗ୍ରପତି ବିଭିନ୍ନ ବିଷୟବସ୍ତୁ ଅଧୂବେଶନରେ ଅଂଶଗ୍ରହଣ କରିଥିଲେ ।

ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଶ୍ଵର ସର୍ବବୃହତ ମୁଟ୍ କୋର୍ଟ, ନ୍ୟାୟାଭ୍ୟାସ ମଣ୍ଡପମ୍-ଗ୍ରାଣ୍ଡ ମୁଟ୍ କୋର୍ଟର ଉଦଘାଟନ କରିଛନ୍ତି ଏବଂ ଏହାକୁ ରାଷ୍ଟ୍ର ନିମନ୍ତେ ଉତ୍ସର୍ଗ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ବିଶ୍ୱର ୨୦୦ ରୁ ଅଧୂକ ଅନ୍ତର୍ଜାତୀୟ ବିୟରପତି ଏବଂ ଆଇନବିତଙ୍କ ଉପସ୍ଥିତିରେ ଇମାନଦାର୍ (ଇଣ୍ଟରନେସନାଲ୍ ମୁଟିଂ ଏକାଡେମୀ ଫର୍ ଆଡଭୋକେସି, ନେଗୋସିଏସନ୍, ଡିସ୍କୁଟ୍ ଆଡବ୍ଲ୍ୟୁଡିକେସନ୍, ଆର୍ବିଟ୍ରେସନ୍ ଆଣ୍ଡ୍ ରିଜୋଲ୍ୟୁସନ)ର ମଧ୍ୟ ଉଦଘାଟନ କରାଯାଇଥିଲା । ଭାଉତର ମୁଖ୍ୟ ବିଚାରପତି ଓ.ପି. ଜିନ୍ଦଲ ଗ୍ଲୋବାଲ୍ ୟୁନିଭରସିଟିରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ: ଅଧିକାର, ପ୍ରତିଷ୍ଠାନ ଏବଂ ନାଗରିକଙ୍କ ଉପରେ ତୁଳନାତ୍ମକ ଦୃଷ୍ଟିକୋଣର ମଧ୍ଯ ଉଦଘାଟନ କରିଥିଲେ। ଏହି ବିଶେଷ ଅବସରକୁ ପାଳନ କରିବା ପାଇଁ ଭାରତର ମୁଖ୍ୟ ବିସ୍ତରପତି ଏବଂ ଆଇନ ମନ୍ତ୍ରୀଙ୍କ ଦ୍ଵାରା ଏକ ସ୍ମାରକୀ ଫଳକ ଉନ୍ମୋଚନ କରାଯାଇଥିଲା। ଏହି ସମ୍ମିଳନୀର ଦୁଇ ଦିନ ଧରି, ଭାରତର ପ୍ରଧାନ ବିୟରପତି ( ଦୁଇଟି ପୃଥକ ୧୩ ଜଣ ବିରପତିଙ୍କ ଖଣ୍ଡପୀଠରେ
ଭାରତର ମୁଖ୍ୟ ବିୟରପତି ନ୍ୟାୟମୂର୍ତି ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଏବଂ ବିଶ୍ଵର ସର୍ବବୃହତ ମୁଟ୍ କୋର୍ଟର ଉଦଘାଟନ କରି କହିଛନ୍ତି, ଓ.ପି. ଜିନ୍ଦଲ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ ଏବଂ ଜିନ୍ଦଲ ଗ୍ଲୋବାଲ୍ ଲ ସ୍କୁଲରେ ଅବସ୍ଥିତ ବିଶ୍ଵର ସର୍ବବୃହତ ମୁଟ୍ କୋର୍ଟର ଉଦଘାଟନକୁ ମୁଁ ପ୍ରଶଂସା କରୁଛି। ସାଧୁତା ହେଉଛି ସେହି ଆଦର୍ଶ ଯାହା ଉପରେ ଆଇନର ଅଭ୍ୟାସ ଏବଂ ପ୍ରକୃତରେ ନ୍ୟାୟର ଅନୁସନ୍ଧାନ ଆଧାରିତ। ସମ୍ମାନିତ ଅତିଥି ଭାରତ ସରକାରଙ୍କ ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ ନିଜର ମତ ରଖୁଥୁଲେ । ଓ.ପି. ଜିନ୍ଦଲ ଗ୍ଲୋବାଲ୍ ୟୁନିଭରସିଟିର ପ୍ରତିଷ୍ଠାତା କୁଳପତି ଏବଂ ସଂସଦ ସଦସ୍ୟ ନବୀନ ଜିନ୍ଦଲ ଭାରତର ବିଶିଷ୍ଟ ମୁଖ୍ୟ ବିୟରପତି, ଆଇନ ରାଷ୍ଟ୍ରମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସ୍ଵାଗତ କରିଥିଲେ । ଓ.ପି. ଜିନ୍ଦଲ ଗ୍ଲୋବାଲ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଭାଇସ୍ -ଋନ୍ସେଲର ପ୍ରଫେସର (ଡକ୍ଟର) ସି. ରାଜ କୁମାର ଏହି ବିଶେଷ ଅବସରରେ ମହାନ ସମାବେଶକୁ ସ୍ଵାଗତ କରିଥିଲେ । ଭାରତୀୟ ବାର କାଉନ୍ସିଲର ଅଧ୍ଯକ୍ଷ ଏବଂ ସଂସଦ ସଦସ୍ୟ ମନନ କୁମାର ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିଜ ନିଜର ବକ୍ତବ୍ୟ ରଖୁଥିଲେ ।
