କଟକ|ଭୁବନେଶ୍ୱର ୭,୪,୨୦୨୬ [ଆ.ଦୁ.ନି] : କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ୍ଅ ନ୍ତର୍ଗତ କୁଅଁରପୁର ଗ୍ରାମ ହନୁମାନ ମନ୍ଦିରରେ। ନବଦିନାତ୍ମକ ୩୩ତମ ଶ୍ରୀରାମ ନବମୀ ଉଜ୍ଜଳ ଓ ରାମଚରିତ ମାନସ ପରାୟଣ ଉଦ୍ଯାପିତ ହୋଇଯାଇଛି। ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ପୂର୍ଣାହୁତି ସଂପୂର୍ଣ ହୋଇଥିଲ।ଭୁବନେଶ୍ୱର ଚାମର ଅଫ୍ ସମର୍ସର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି ମୁଖ୍ୟ ଅତିଥି ଭାବେ Gora ବେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ ଜନୁନ୍ଗୋ, ଜାନ୍ତର ଅଶିଷ୍ଟ ସଯୋଳି, ନିଶେଷଜ୍ଞ ଡାକ୍ତର ସୁତୀପ୍ତ ପୂଇଁ, ହିନ୍ଦୀ ସିନେମା ପ୍ରଯୋଜକ ଲଳିତ ପାଇକରାଏ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ରଞ୍ଜିତା ପ୍ରସଦର୍ଶନୀ, କବି ଡାଇରେକ୍ଟର ତ୍ରିଭୁବନ ପଣ୍ଡା ପ୍ରମୁଖ
ଯୋଗଦେଇ ମହାରୀର ହନୁମାନଙ୍କ ଆଶିଷ ଲୋଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଜ -୭ର କାର୍ଯ୍ୟକାରୀ ସଂପାଦକ ଦେବ ସରାଗଣ ସେଠି, ପ୍ରମେୟର ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆରଙ୍କ ସମେତ ବରିଷ୍ଠ ସମ୍ମାଦିକ ଦୁର୍ଗାଶିଷ, ସଂଗ୍ରାମ ଷଡ଼ଙ୍ଗୀ, ମନୋରଞ୍ଜନ ମିଶ୍ର, ଲକ୍ତ ତ୍ରିପଠା ପ୍ରମୁଖ
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର କୃଳିଝିଅ ମାନିନିଟ ନରେନ୍ଦ୍ର ଏବଂ ରୀତିଶା ଆଚାର୍ଯ୍ୟଙ୍କ ଓଡ଼ିଶୀ ନୃତ୍ୟ ଏବଂ ମୁମ୍ବାଇରୁ ଆସିଥିବା ଗାୟନ ଜୁନିଅର କିଶୋର କୁମାରଙ୍କ କଣ୍ଠଶିଳୀ ଲଗିତ କ୍ରିୟାକର ସୁମଧୁର ଓଡ଼ିଆ ଭଜନ ସମସ୍ତଙ୍କ ମାନ ମା ମିଣିଥିଲା ।
