ଅହମଦାବାଦ|ଭୁବନେଶ୍ୱର , ଏପ୍ରିଲ ୨୦୨୬ [ଆ.ଦୁ.ନି] ତାଜା ପେଷା ହୋଇଥିବା ଅଟା କିମ୍ବା ମସଲାର ସୁଗନ୍ଧ କେବଳ ଖାଦ୍ୟର ଅଂଶ ନୁହେଁ । ଏହା ସେହି ସ ସମୟର ସ୍ମୃତି ଯେତେ ତେବେଳେ ଉପାଦାନ ଗୁଡିକ ଶୁଦ୍ଧ, ସ୍ଵଳ୍ପ ପ୍ରକ୍ରିୟା କରଣ ଯୁକ୍ତ ଥିଲା ଏବଂ ସ୍ଵାଦସହ କଦାପି ବୁଝାମଣାର ଆବଶ୍ୟକତା ପଡ଼ୁ ନଥୁଲା । ଆଧୁନିକ ରୋଷେଇ ପ୍ରଣାଳୀ ଦ୍ରୁତ ତଥା ସୁବିଧା ଜନକ ଭାବରେ ବିକଶିତ ହେଲା ପରେ ପାରମ୍ପରିକ ପ୍ରଣାଳୀ ପ୍ରଭା ପ୍ରଭାବିତ ହେ ହେଲା ।
ଦୀର୍ଘ ୩୫ ବର୍ଷ ଧରି ବିଭିନ୍ନ ପ୍ରଡକ୍ଟ ପ୍ରସ୍ତୁତ କରିବାର ଅଭିଜ୍ଞତାକୁ ନେଇ ସଫଟେଲ୍ ପୁଣି ଥରେ ଆଧୁନିକ ରୋଷେଇ ଘରେ ପାରମ୍ପାରିକ ପ୍ରଣାଳୀର ଅନୁଭବ ବଜାୟ ରଖିବା ପାଇଁ ଏହି ନୂତନ ଅଟା ପେଷା ଗ୍ରାଇଣ୍ଡର ପ୍ରସ୍ତୁତ କରିଛି ।
ଏହି କମ୍ପାକ୍ଟ ଘର ଘଣ୍ଟି ତାଜା ପେଷେଇବା ପ୍ରଣାଳୀକୁ ସହଜ କରି ଦେଇଛି । ଏହାର ଆକାର ଛୋଟ ହୋଇଥିବାରୁ ରୋଷେଇ ଘର ପ୍ଲାଟଫର୍ମ ଉପରେ ରଖ୍ହେବ ଏବଂ ଏହା ଏତେ ଷ୍ଟ୍ରଙ୍ଗ୍ ଯେ ବିଭିନ୍ନ ଶସ୍ୟ, ମିଲେଟସ୍ ଓ ମସଲାକୁ ସହଜରେ ପେଷି ପାରିବ । ଏହା କୌଣସି ପ୍ରକାର ଜଟିଳତା ବିନା ନିତିଦିନିଆ ବ୍ୟବହାରରେ ଲାଗି ପାରିବ ।
এই ପଥର ଆଧାରିତ ପେଷଣା ପ୍ରକ୍ରିୟା ପ୍ରାକୃତିକ ସ୍ଵାଦ, ଶୁଦ୍ଧତା ଓ ପୋଷଣକୁ ରକ୍ଷା କରିବାରେ ସହାୟକ ହେବ । ଏଥିରେ ପ୍ରତି ଘଣ୍ଟାରେ ୭.୫ ରୁ ୧୦ କିଲୋଗ୍ରାମ ଗ୍ରାମ ପର୍ଯ୍ୟନ୍ତ ପେଷେଇବା କ୍ଷମତା ଅଛି । ଏହି ପ୍ରକ୍ରିୟା ପାଇଁ ଘଣ୍ଟାକୁ ମାତ୍ର ୧ ୟୁନିଟ୍ ବିଦ୍ୟ ବିଦ୍ୟତ୍ ଶକ୍ତି ଖର୍ଚ୍ଚ ହେବ । ଏହାକୁ ଦୈନିକ ଏବଂ ନିୟମିତ ବ୍ୟବହାର ପାଇଁ ଦୃଷ୍ଟିରେ ରଖ୍ ତିଆରି କରାଯାଇଛି ।
ଘରୋଇ ଆବ ବିଭିନ୍ନ ଘ 2 ଆବଶ୍ୟକତା ତା କୁ ଦୃଷ୍ଟିରେ ରଖ୍ କମ୍ପାନୀ ତିନୋଟି ମଡେଲ ପ୍ରସ୍ତୁତ କରିଛି । ଫୁଲ୍ଲି ଅଟୋମେଟିକ୍ ସେମି ଅଟୋମେଟିକ୍ ଏବଂ ମାନୁଆଲ ମଡେଲ । ଏହା ମଧ୍ୟରୁ ଉପଭୋକ୍ତା ମାନେ ନିଜର ଆବଶ୍ୟକତା ଅନୁଯାୟୀ ଆବଶ୍ୟକୀ କୀୟ ମଡେଲ ଚୟନ କରିପାରିବେ ।
ସଟେ ‘ଲ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର ଖ୍ରୀ ଅନିଲ୍ କୁମାର ଜୈନ୍ କହିଛନ୍ତି, “ ତାଜା ଖାଦ୍ୟ କୌଣସି ଆଡମ୍ବର ନୁହେଁ, ଏହ ଏହା ଉତ୍ତମ ମ ସ୍ଵସ୍ଥ୍ୟର ଭିଭି । ପ୍ରତିଦିନ ତାଜା ପେଷା ଦ୍ରବ୍ୟର ବ୍ୟର ବ୍ୟବହାର ଆମର ଖାଦ୍ୟରେ ଶୁଦ୍ଧତା, ପୋଷଣ ଓ ସ୍ୱାଦକୁ ପୁଣି ଫେରାଇ ଆଣିବାର ସବୁଠାରୁ ସହଜ ଉପାୟ”
ଏହି ପ୍ରଡକ୍ଟ ଉପଲବ୍ଧ ବ୍ଧ କରିବା ସହିତ ସଟେଲ କେବଳ ଏକ ପ୍ରଡକ୍ଟ ଉପସ୍ଥାପନ କରୁନାହିଁ ବରଂ ତାଜା ଓ ବିଶୁଦ୍ଧ ଦ୍ୟକୁ ଅଭ୍ୟାସରେ ପରିଣତ କରିବାରେ ଏକ ପଦକ୍ଷେପ ନେଇଛି l
