ଭୁବନେଶ୍ୱର 21 ଜୁନ ୨୦୨୬ [ଆ.ଦୁ.ନି] ଓଡ଼ିଶା ଜଳ ବିଦ୍ୟୁତ ନିଗମର କର୍ପୋରେଟ କାର୍ଯ୍ୟାଳୟ ৩০০ ୟୁନିଟଗୁଡିକରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଦ୍ୟାଳୟର ୨୦୨୬ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ, ଭୁବନେଶ୍ୱର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳ ସହଭାଗୀତାରେ ଓଏଚପିସି ପ୍ର ପ୍ରଶିକ୍ଷଣ କେନ୍ଦ୍ରରେ “ସୁସ୍ଥ ବାଦ୍ଧକ୍ୟ ପାଇଁ ଯୋଗର ଗର ଉପାଦେୟତା” ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ଯୋଗ ପ୍ରଶିକ୍ଷଣ ତଥା ସଚେତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶ (ମାନବସମ୍ବଳ), ଶ୍ରୀ ଅମୀୟ କୁମାର ମହାନ୍ତି, ନିର୍ଦ୍ଦେଶକ (ସଞ୍ଚାଳନ), ଶ୍ରୀ ରାଜୀବ ଲୋଚନ ପଣ୍ଡା, ନିର୍ଦ୍ଦେଶକ (ପ୍ରକଳ୍ପ), ଶ୍ରୀମତୀ ଅନିମା ତ୍ରିପାଠି, ମୁଖ୍ୟ ମହାପ୍ରବନ୍ଧକ (ମାନବସମ୍ବଳ), ଏବଂ ଓଏଚପିସି କର୍ପୋରେଟ୍ କାର୍ଯ୍ୟାଳୟ ଏବଂ ତାଲିମ କେନ୍ଦ୍ରର କର୍ମଚାରୀମା ମାନେ ଯୋଗ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଶାରୀରିକ ଏବଂ ମାନସିକ ସୁସ୍ଥତା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖ୍ ବିଭିନ୍ନ ଯୋଗ କ୍ରମ, ଆସନ ଏବଂ ପ୍ରାଣାୟମ କୌଶଳ ଅଭ୍ୟାସ କରିଥିଲେ।

ଭୁବନେଶ୍ବର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ଯୋଗ ଗୁରୁ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର ଏବଂ ଆୟସାକାନ୍ତା ଦାସଙ୍କ ଦ୍ବାରା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କର ରାଯାଇଥିଲା | ଆୟସାକାସ ନ୍ତା ଦାସ ବିଭିନ୍ନ ପ୍ରକାରର ଆସନ ଏବଂ ପ୍ରାଣାୟାମ ଓ ବିଭିନ୍ନ ପ୍ରକାରର ଯୋଗ ମୁଦ୍ରା ମୁଦ୍ର ଯେପରିକି ତାଡ଼ାସନ, କଟି ଚକ୍ରାସନ, ଶଶାଙ୍କ ଆସନ, ମାର୍ଜାରାସନ, ଅର୍ଦ୍ଧ ଉଷ୍ଟ୍ରାସନ, ସନ, ମସ୍ୟାସନ, ବିପରୀତ କଣ୍ଠ ଆସନ, ସର୍ପାସନ, କନ୍ଦରାସନ, ଏ ଏକ ପାଦ ପ୍ରଣାମ ଆସନ, ବଜ୍ରାସନ, ଭୁଜଙ୍ଗାସନ, ସୂର୍ଯ୍ୟ ନମସ୍କାର ଏବଂ ଯୋଗ ନିଦ୍ରା ଇତ୍ୟାଦି ଉପରେ ଅଂଶଗ୍ରହ ଅଂଶଗ୍ରହଣକାରୀମାନଙ୍କୁ ଏକ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ ।
ଅଂଶଗ୍ରହଣକାରୀଙ୍କୁ ସମ୍ବୋଧୃତ କରି ଶ୍ରୀ ପ୍ରକାଶ ଚନ୍ଦ୍ର ଗଜେନ୍ଦ୍ର ଯୋଗ ସଚେତନତା ଉପରେ ଆଲୋକପାତ କରିବା ସହିତ ବାର୍ଦ୍ଧକ୍ୟ ପରବର୍ତ୍ତୀ ସୁସ୍ଥ ଜୀବନ ବନ ପାଇଁ ଯୋଗର ଗୁରୁତ୍ବ ଏବଂ ଏହା କିପରି ଶାରୀରିକ, ମାନସିକ ଏବଂ ସାମଗ୍ରିକ ସୁସ୍ଥତା ବଜାୟ ରଖିବାରେ ସାହାଯ୍ୟ କରେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ 1
କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିଜର ମୂଲ୍ୟବାନ ଅବଦାନ ପାଇଁ ଉଭୟ ଯୋଗ ଗୁରୁଙ୍କୁ ଓଏଚପିସିର ନିର୍ଦ୍ଦେଶକମାନଙ୍କ ଦ୍ବାରା ସ୍ମାରକୀ ସହିତ ସମ୍ମାନିତ କରାଯାଇଥିଲା I ଅଂଶଗ୍ରହଣକାରୀଙ୍କୁ ଟି-ସାର୍ଟ ଏବଂ ଯୋଗ ମ୍ୟାଟ୍ ମଧ୍ଯ ବଣ୍ଟନ କରାଯାଇଥିଲା । ଏହି ଉତ୍ସବ ଓଏଚପିସିର ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ଏହାର କର୍ମଚାରୀମାନଙ୍କ ମଧ୍ୟରେ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଥିଲା I
